Font Size
ଲୂକ ଲିଖିତ ସୁସମାଗ୍ଭର 11:16
Oriya Bible: Easy-to-Read Version
ଲୂକ ଲିଖିତ ସୁସମାଗ୍ଭର 11:16
Oriya Bible: Easy-to-Read Version
16 ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ସେମାନେ ଯୀଶୁଙ୍କୁ ସ୍ୱର୍ଗର କୌଣସି ଚିହ୍ନ ଦେଖାଇବାକୁ କହିଲେ।
Read full chapter
ଲୂକ ଲିଖିତ ସୁସମାଗ୍ଭର 11:29
Oriya Bible: Easy-to-Read Version
ଲୂକ ଲିଖିତ ସୁସମାଗ୍ଭର 11:29
Oriya Bible: Easy-to-Read Version
ପ୍ରମାଣ ପାଇଁ ଦାବୀ(A)
29 ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଯୀଶୁ କହିଲେ, “ବର୍ତ୍ତମାନ ଯୁଗର ଲୋକେ ବଡ଼ ମନ୍ଦ। ସେମାନେ ପରମେଶ୍ୱରଙ୍କଠାରୁ ପ୍ରମାଣ ସ୍ୱରୂପ ଏକ ଆଶ୍ଚର୍ଯ୍ୟକର୍ମ [a] ଦେଖିବାକୁ ଗ୍ଭହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ୱରୂପ କୌଣସି ଆଶ୍ଚର୍ଯ୍ୟକର୍ମ ଦେଖାଇ ଦିଆ ଯିବ ନାହିଁ। ଯୂନସଙ୍କ [b] ସମ୍ବନ୍ଧରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ହେଉଛି ଏକମାତ୍ର ଚିହ୍ନ।
Read full chapterFootnotes
- ଲୂକ ଲିଖିତ ସୁସମାଗ୍ଭର 11:29 ଆଶ୍ଚର୍ଯ୍ୟକର୍ମ ପରମେଶ୍ୱରଙ୍କ ଶକ୍ତି ବଳରେ କରାଯାଇଥିବା ବିସ୍ମୟଜନକ କାର୍ଯ୍ୟ।
- ଲୂକ ଲିଖିତ ସୁସମାଗ୍ଭର 11:29 ଯୂନସ ପୁରାତନ ନିୟମରେ ବର୍ଣ୍ଣିତ ଜଣେ ଭବିଷ୍ୟଦ୍ବକ୍ତା। ଗୋଟିଏ ବଡ଼ ମାଛ ପେଟରେ ତିନି ଦିନ ରହିବା ପରେ ସେ ଜୀବିତ ଅବସ୍ଥାରେ ବାହାରି ଆସିଥିଲେ। ସେହିଭଳି ଯୀଶୁ ସମାଧିରୁ ତୃତୀୟ ଦିନରେ ପୁନରୁତ୍ଥିତ ହେବେ।
Oriya Bible: Easy-to-Read Version (ERV-OR)
2010 by Bible League International